Jhia Amara Nua Bohu
23 Views
Dec 31 1969
00:21:50
5

ପୂଜା ରାହୁଲ କୁ ଆଶ୍ରମ ପଛପାଖରେ ଶିଭ୍ ଦେଖିନିଏ। ରାହୁଲ ଶିଭ୍ କୁ ଆଘାତ କରି, ପୂଜା କୁ ନେଇ ଦୌଡି ପଳାଏ।ଶିଭ୍ ଓ ତାର ଲୋକମାନେ ପଛରେ ଫଲୋ କରି ଏକ କ୍ଲିଫ୍ ରେ ପହଞ୍ଚନ୍ତି।ଶିଭ୍ ଓ ରାହୁଲ ମଧ୍ୟ ରେ ଭୀଷଣ ଗଣ୍ଡଗୋଳ ହୁଏ ଓ ରାହୁଲ ଭାରସାମ୍ୟ ହରାଇ ତଳକୁ ଖସିପଡେ। ପୂଜା ସ୍ତବ୍ଧ ହେଇଯାଏ।
Share