ରାଜ ରାଜେନ୍ଦ୍ର, ବିବାହ ପ୍ରସ୍ତାବ କୁ ସନ୍ମତି ଦେଇ ଚାଲିଯିବା ପରେ, ଭିକି, ଅର୍ଚ୍ଚନା ସହ ଏକାନ୍ତ ରେ କଥାହେବା ର ବାହାନା ରେ, ତା ସହ ଦୁର୍ବ୍ଯବହାର କରେ ଓ ପୂଜା ଏ ସବୁ ଦେଖି ସହି ନପାରି, ଭିକି କୁ ଶକ୍ତ ଚଟକଣା ମାରେ ଏବଂ ହେଲେ ଶିଭ୍, ରାଜ ରାଜେନ୍ଦ୍ର ର ନିୟମ ଅନୁଯାୟୀ ଏ ବାହାଘର ନିଶ୍ଚିତ ହବ କୁହେ।