ଅକ୍ଷୟ ସହ ଅର୍ଚ୍ଚନା ର ବିବାହ,ପରେ ଆଶୁ ଭାଗିଂପଡେ।ମଲ୍ଲିକା ତାକୁ ହଭେଲୀ କୁ ନେଇଯାଏ। ଅକ୍ଷୟ ଉପରେ ବିଶ୍ବାସ କରି ଅର୍ଚ୍ଚନା ସହ ବିବାହ କରିଥିବାରୁ ଅକ୍ଷୟ, ପୂଜା କୁ ଧନ୍ୟବାଦ ଦିଏ। ରାଜ ରାଜେନ୍ଦ୍ର ର ଅପମାନ ଦେଖି ଶିଭ୍,ପୂଜା ଜୀବନ କୁ ନର୍କ କରିଦେବା ଶପଥ ନିଏ।