ପୂଜା ଓ ପରିବାର ଲୋକ ଗୋଟେ ଝିଅର ଖବର ପାଆନ୍ତି ହେଲେ ତା Accident କଥା ଶୁଣି ସମସ୍ତେ ଡରିଯାଆନ୍ତି.. ଅର୍ଚ୍ଚନାର ଖବର ନ ମିଳିବାରୁ ପୂଜା ଅସହାୟ ହେଇପଡେ ହେଲେ ଶେଷରେ ପୂଜାର ସାମ୍ନା ଅର୍ଚ୍ଚନା ସହିତ ହୁଏ..