ପୂଜା ଲୋପାର ସତ ଜାଣିବା ପରେ ତାକୁ ବନ୍ଦ କୋଠରୀରୁ ବାହାରକୁ ଆଣିବାକୁ ଚାହେଁ ହେଲେ ଶିବ୍ ତାକୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ କହେ.. ସେପଟେ ଆଶୁ ଓ ଜ୍ୟୋତିକା ଖୁସି ହୁଅନ୍ତି ଯେ ପୂଜା ଏବେ ନିଶ୍ଚୟ ଭୁଲ କରିବ ଏବଂ ଘରୁ ବାହାରିବ.. କ’ଣ ଜ୍ୟୋତିକାର ଏ ଯୋଜନା ସଫଳ ହେବ.. ?