Jhia Amara Nua Bohu
22 Views
Dec 31 1969
00:21:59
5

ଶିଭ ଓ ପୂଜା ର ସୁହାଗରାତ କଥା ଶୁଣି ଆଶୁ ବିବ୍ରତ ଥାଏ। ହଭେଲୀ ର ନୂଆ ବୋହୂ ଆଶୁ କୁ କରେଇବା ର ଆଶ୍ଵସନା ଦେଇ ଜୋତିକା ତାକୁ ବୁଝାଏ। ସବୁ କିଛି ଭୁଲି ଶିଭ କୁ ଆପଣାଇ ନେବା ପାଇଁ ଅର୍ଚ୍ଚନା, ପୂଜା କୁ ବୁଝାଏ। ଶିଭ କୁ ଭଲ ମଣିଷ ର ଆକ୍ଷା ଦିଏ ହଲେ ସ୍ବାମୀ ହିସାବରେ ଆପଣାଇବା ନେଇ ପୂଜା ଦ୍ଵନ୍ଦ ରେ ରୁହେ।
Share