Jhia Amara Nua Bohu
22 Views
Dec 31 1969
00:23:18
5

ଝିଅ ମାନଙ୍କ ଉପରେ ଅନ୍ୟାୟ ଦେଖି ଲୋପା ନିଜ କୁ ରୋକି ନପାରି, ରାଜ ରାଜେନ୍ଦ୍ର ହଭେଲୀ କୁ ଚିତ୍କାର କରି ଯାଏ। ବିରାଜ ରୋକିଦିଏ।ପୂଜା, ଅର୍ଚ୍ଚନା ସହ ଆସେ ଓ ଲୋପା କୁ ବିରାଜ ସହ ସେଠାରୁ ଚାଲିଯିବା କୁ କହେ। ଅକ୍ଷୟ ପାଇଁ ଆଶୁ ର ପାଗଳାମୀକୁ ଦେଖି ମଲ୍ଲିକା ଆଶ୍ଚର୍ଯ୍ୟ ହୁଏ।
Share