ଶିଭ୍ ପୂଜା ମଥାରେ ପିନ୍ଧେଇ ଥିବା ସିନ୍ଦୁର କୁ ମନେ ପକାଇ ଅସ୍ତବ୍ଯସ୍ତ ହୋଇ ପଡେ ଓ ଯାଇ ପୂଜା ଠିକ୍ ଅବସ୍ଥା ରେ ଅଛି ଦେଖି ଆସୌସ୍ତି ହୁଏ। ଜୋତିକା ରାଜ ରାଜେନ୍ଦ୍ର କୁ ଆଶୁ ସହ ଶିଭ୍ ବାହାଘର କଥା କହି ଏମିତି ଖେଳ ର ମାନେ ପଚାରେ ଓ ଉତ୍ତର ରେ ପାଏ, ଶିଭ୍ ସହ ପୂଜା ର ବିବାହ ଭଗବାନ୍ ଙ୍କ ପୂର୍ବ ରଚିତ, ଏଥିପାଇଁ ଏମିତି ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ।