Jhia Amara Nua Bohu
26 Views
Dec 31 1969
00:21:41
5

ଶିଭ୍ ଓ ପୂଜା ହନିମୁନ ପାଇଁ ରିସଟ୍ ରେ ପହଞ୍ଚନ୍ତି। ଆଶୁ, ମଲ୍ଲିକା ସହାୟତା ରେ ସେମାନଙ୍କ ପିଛା କରି ପହଞ୍ଚେ ଓ ଶିଭ୍ ପାଖ ରୁମ୍ ରେ ରହେ।ସୁବର୍ଣ୍ଣା ଓ ତା ବାପା ପାଖରେ ବିଜୟ ପହଞ୍ଚେ ଓ ସୁବର୍ଣ୍ଣା ସହ ମନ୍ଦିର ରେ ବିବାହ କରିବା ପ୍ରସ୍ତାବ ଦିଏ। ଜୋତିକା ପହଞ୍ଚେ ଓ ବିଜୟ କୁ ସମର୍ଥନ କରେ।
Share