ରାଜ୍ ରାଜେନ୍ଦ୍ରର କଥା ଶୁଣି ପୂଜା ତାକୁ ସନ୍ଦେହ କରେ ଏବଂ ସୁବର୍ଣ୍ଣା ପାଇଁ କିଏ ଷଡ଼ଯନ୍ତ୍ର କରିଥିଲା ସେ ବିଷୟରେ ଉଦୟ ଠାରୁ ଜାଣିବାକୁ ଚେଷ୍ଟା କରେ.. କିନ୍ତୁ ଉଦୟ ପୂଜା ଓ ଶିବ୍ ସାମ୍ନାରେ ମିଛ କହେ.. ସେପଟେ ଜ୍ୟୋତିକା ଓ ଆଶୁ କେମିତି ଏ ବିବାହକୁ ଅଟକେଇବେ ସେଥିପାଇଁ ଚିନ୍ତାରେ ପଡିଯାନ୍ତି.. କ’ଣ ଆଶୁ ପୂଜାକୁ ହରେଇବାରେ ସଫଳ ହେବ ?