ପୂଜା ମନ ଭାରକ୍ରାନ୍ତ ଥିବାବେଳେ ଲୋପା କୁ ପାଖରେ ପାଇ ଖୁସି ହୁଏ, ହେଲେ ଲୋପା ରାଜ ରାଜେନ୍ଦ୍ର ପ୍ରତି ସମର୍ପଣ ଦେଖି ଆଶ୍ଚର୍ଯ୍ୟ ମନ୍ଧ୍ୟ ହୁଏ। ଲୋପା କୁ ମାରିବାକୁ ଚାଲ୍ କରିଥିବା ଲୋକ କୁ ଶିଭ ଖୋଜୁଥିବା ଶୁଣି ରାଜ ରାଜେନ୍ଦ୍ର ସତର୍କ ହୋଇଯାଏ। ବୈଶାଳି ଓ ଉମା ସହ ପୂଜା, ଲୋପା ଭୁଲି ଯାଇଥିବା ସ୍ମୃତି ବିଷୟରେ କଥାହେଉଥିବା ବେଳେ ଲୋପା ପହଞ୍ଚେ।