ପୁନର୍ବାର ଅକ୍ଷୟ ଘରୁ ମେହେନ୍ଦୀ ଆସେ। ଅର୍ଚ୍ଚନା ର ମେହେନ୍ଦୀ ବିଧି ସମ୍ପନ୍ନ ହୁଏ। ପୂଜା, ଅକ୍ଷୟ କୁ ବନ୍ଦ ହୋଇ ରହିଥିବା ଗାଡି ଭିତରୁ ଉଦ୍ଧାର କରେ ଓ ଅକ୍ଷୟ ର ସଂଗୀତ ଉସ୍ଚବ ରେ ସାମିଲ୍ ହୁଏ। ଅକ୍ଷୟ ର ସଂଗୀତ ଚାଲିଥିବା ବେଳେ ତା ଘରେ ଆଶୁ ହଠାତ୍ ଆସି ପହଞ୍ଚେ ଓ ଅକ୍ଷୟ ତାକୁ ଦେଖି ବିରକ୍ତ ହୁଏ ଓ ତାକୁ ଆସିବା ର କାରଣ ପଚାରେ।