ମନ୍ଦିର ରୁ ଆସିବା ପରେ,ପୂଜା ମନରେ ଅକ୍ଷୟ ସହ ଆଶୁ ସମ୍ପର୍କ କୁ ନେଇ ସନ୍ଦେହ ଆଶେ। ଶାନ୍ତି, ଆଶୁ ସହ ଅକ୍ଷୟ ର ସମ୍ପର୍କ ଓ ଆଶୁ କୁ ଏଥିରୁ ନିବୃତ୍ତ ରହିବା ନେଇ ବିରାଜ କୁ ଫୋନ୍ କରେ।