Jhia Amara Nua Bohu
26 Views
Dec 31 1969
00:21:13
5

ପୂଜା ର ଅନିଚ୍ଛା ସତ୍ତ୍ବେ ତାର ବାହାଘର ଶିଭ୍ ସହ କରିବା କାରଣ, ଜୋତିକା, ରାଜ ରାଜେନ୍ଦ୍ର କୁ ପଚାରିବା ରୁ ସେ ତାର 18 ବର୍ଷ ର ପ୍ରତିଜ୍ଞା କଥା କୁହେ। ବିରାଜ, ପୂଜା ଓ ଅର୍ଚ୍ଚନା କୁ ନେଇ ଲୋପା କୁ ଦେଖିବା ପାଇଁ ବାହାରେ, ହେଲେ ରାଜ ରାଜେନ୍ଦ୍ର ଓ ଶିଭ୍ ପୂଜା କୁ ହଭେଲୀ ରୁ ବାହାରିବା କୁ ଦିଅନ୍ତି ନାହିଁ।
Share