Jhia Amara Nua Bohu
297 Views
Dec 31 1969
00:22:35
5
5
ଜ୍ୟୋତିକା ପୂଜାକୁ ମାରିବାର ସବୁ ଯୋଜନା କରିଥାଏ ହେଲେ ଆଶୁ କଥାରେ ସେ ଅଟକିଯାଏ..ଆଶୁ ପୂଜାର ଫୋନ୍ ରୁ ସବୁ ପ୍ରମାଣକୁ ନଷ୍ଟ କରିବା ପରେ ଫୋନ୍ କୁ ଜାଳିଦିଏ.. କିନ୍ତୁ ପୂଜାର କଥା ଶୁଣିବା ପରେ ସେ ଆହୁରି ଡରିଯାଏ.. ପୂଜା ପାଖରେ ଏବେ ବି ପ୍ରମାଣ ଥିବାରୁ ପୂଜା ଆଶୁକୁ ବିବାହ କରିବାକୁ ବାଧ୍ୟ କରେ..କ’ଣ ଆଶୁ ଓ ଆଦିତ୍ୟର ବିବାହ ହେଇପାରିବ.. ?
Share