Jhia Amara Nua Bohu
219 Views
Dec 31 1969
00:22:07
5
5
ଅର୍ଚ୍ଚନାର ଚାକିରୀକୁ ନେଇ ଶିବ୍ ପୂଜା ଉପରେ ରାଗିଥିବା ବେଳେ ପୂଜା ଶିବ୍ କୁ ପଚାରେ କଣ ପାଇଁ ଅର୍ଚ୍ଚନା ଚାକିରୀ କରିପାରିବନି.. ପୂଜା ଶିବ୍ କୁ ରାଜ୍ ରାଜେନ୍ଦ୍ରର ସତ କହୁଥାଏ ଏଇ ସମୟରେ ରାଜ୍ ରାଜେନ୍ଦ୍ର ଶୁଣିନିଏ ଏବଂ ସେ ପୂଜା ଉପରେ ରାଗିଯାଏ.. ସେପଟେ ଅର୍ଚ୍ଚନା ରୁଦ୍ର ତା ବସ୍ ଜାଣି ବହୁତ ବ୍ୟସ୍ତ ହେଇପଡେ ଏବଂ କେମିତି ଏ କଥାକୁ ପୂଜା ଓ ଅକ୍ଷୟ କୁ କହିବ ସେଥିପାଇଁ ଚିନ୍ତାରେ ଥାଏ..
Share