ଲୋପା କୁ ଜନ୍ମ ଦିନର ଶୁଭେଚ୍ଛା ଜଣାନ୍ତି। ଆଶୁ,ପୂଜା କୁ ଦେଖେଇ ହେଇ ଶିଭ୍ ର ନିକଟତର ହେବାକୁ ଚେଷ୍ଟା କରୁଥାଏ। ବିରାଜ ସହ ଲୋପା କୁ ଦେଖି ଉମା ଭିତରେ ବହୁତ ଦୁଃଖି ଥାଇ ବି ପ୍ରକାଶ କରିପାରୁନଥାଏ। ହେଲେ ପୂଜା, ଉମା ର ମନୋଭାବ ବୁଝିପାରୁଥାଏ।