Jhia Amara Nua Bohu
22 Views
Dec 31 1969
00:21:18
5

ଅକ୍ଷୟ ସହ ଦେଖା କରିବା ପାଇଁ ପୂଜା, ଅର୍ଚ୍ଚନା କୁ ନେଇ ଯାଉଥିବା ବେଳେ ଜୋତିକା ବାରଣ କରେ।ଅର୍ଚ୍ଚନା ଦୁଃଖୀ ହୁଏ, ପୂଜା ସାହାସ ଦିଏ ଓ ବିରାଜ, ରାଜ ରାଜେନ୍ଦ୍ର କୁ ଭୟ ନକରି ତାକୁ ଦେଖା କରି ଯିବା ପାଇଁ ଅନୁମତି ଦିଏ।
Share