Jhia Amara Nua Bohu
172 Views
Dec 31 1969
00:21:33
5
5
ନାରୀ ମାନଙ୍କ ପ୍ରତି ରାଜ୍ ରାଜେନ୍ଦ୍ରର ଚିନ୍ତା ଧାରା ପାଇଁ ପୂଜା ତାଙ୍କ ସହିତ ମୁହାଁ ମୁହିଁ ହୁଏ.. ହେଲେ ଅର୍ଚ୍ଚନା ପୂଜାକୁ ବୁଝେଇ ସମ୍ଭାଳି ନିଏ.. ସେପଟେ ଶିବ୍ ନିଜ Feelings କୁ ନେଇ ଦ୍ଵନ୍ଦ ରେ ଥିବା ବେଳେ ପୂଜା ତାକୁ ଏଥିରୁ ବାହାରିବାର ଉପାୟ କହେ.. ପରେ ଶିବ୍ ଜାଣିପାରେ ସେ ପୂଜାକୁ ଭଲପାଏ.. ହେଲେ କିଛି କହେନି.. ସେପଟେ ଅକ୍ଷୟକୁ ଅର୍ଚ୍ଚନା ନିଜ ଚାକିରୀ ବିଷୟରେ ଜଣାଏ..
Share