ଲୋପା କୁ ହଭେଲୀ ଭିତରେ ଦେଖି ଉମା ଅସହାୟ ମନେ କରୁଥିବା ବେଳେ ପୂଜା ତାକୁ ସର୍ବଦା ନିଜ ସାନ ମା ର ଆକ୍ଷା ଦିଏ। ଫୋନ୍ ଦ୍ୱାରା ପୂଜା ଅର୍ଚ୍ଚନା କୁ ଲୋପା ବିଷୟରେ ଜଣାଏ। ରାଜ ରାଜେନ୍ଦ୍ର, ଭିକି କୁ କିଛି ଦିନ ଲୁଚି ରହିବାକୁ ଓ ଲୋପା ସମ୍ପର୍କ ରେ ମୁହଁ ନଖୋଲିବାକୁ ଫୋନ୍ କରି କୁହେ।