ରାଜ ରାଜେନ୍ଦ୍ର ତା ସମ୍ପତ୍ତିର ଅଧାରୁ ଅଧିକ ଭାଗ ତା ଉତ୍ତରାଧିକାରୀ ନାଁରେ କରିବା ପାଇଁ ସ୍ଥିର କରେ ଏ କଥା ଜାଣିବା ପରେ ଜ୍ୟୋତିକା ପୂଜାକୁ ମାରିବାର ଷଡ଼ଯନ୍ତ୍ର କରେ.. ପୂଜା ଓ ଶିବ୍ ମନ୍ଦିର ପହଂଚନ୍ତି ପୂଜା ପାଇଁ.. ଜ୍ୟୋତିକାର ଗୁଣ୍ଡା ମଧ୍ୟ ପୂଜାକୁ ମାରିବା ପାଇଁ ସେଠାରେ ପହଂଚନ୍ତି..କ’ଣ ଜ୍ୟୋତିକାର ଷଡ଼ଯନ୍ତ୍ର ରେ ଫସିଯିବ ପୂଜା ?