ଶିଭ୍ ଆସି ପହଞ୍ଚେ ଓ ପୂଜା ତାକୁ ହଠାତ୍ ଦେଖି ଆଶ୍ଚର୍ଯ୍ୟ ହୁଏ। ଲୋପା କୁ ସୁସ୍ଥ ଦେଖି ଶିଭ୍ ମନରେ ଲୋପା ର ଖରାପ ଅବସ୍ଥା କୁ ନେଇ ଅବଶୋଷ ଦୂର ହୁଏ। ଲୋପା ଅଜାଣତ ରେ ଘଟିଥିବା କଥା କାଳେ ଶିଭ୍, ଲୋପା ଆଗରେ କହିଦେବ, ପୂଜା ମନରେ ଥିବା ବେଳେ,ପୂଜା ଭାବନା ରୁ ବିପରୀତ ଶିଭ୍ ର ସ୍ୱଭାବ ଦେଖି ପୂଜା ଆଶ୍ଚର୍ଯ୍ୟ ହୁଏ।