Jhia Amara Nua Bohu
35 Views
Dec 31 1969
00:22:45
5

ହୋଲିକା ଦାହନ ଉସ୍ଚବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ପୂଜା ର ଅନୁପସ୍ଥିତି ଦେଖି ଜୋତିକା, ଆଶୁ କୁ ପୂଜା କୁ ଡାକିବାକୁ ପଠାଏ। ଆଶୁ, ଅକ୍ଷୟ ଓ ଅର୍ଚ୍ଚନା ଉପରେ ନଜର ରଖିଥାଏ। ପୂଜା ସମ୍ପନ୍ନ ହୁଏ। ଆଶୁ, ପୂଜା ଠାରୁ ପ୍ରତିଶୋଧ ଲକ୍ଷ ରେ ଅର୍ଚ୍ଚନା କୁ ଅକ୍ଷୟ ସହ ତାର ପୁରୁଣା ପ୍ରେମ ସମ୍ପର୍କ ବିଷୟରେ କହିବା ପୂର୍ବରୁ ପୂଜା ପହଞ୍ଚି ଯାଏ।
Share