ଶିବ୍ ପୂଜା ପସନ୍ଦର ଡ୍ରେସ୍ ପିନ୍ଧି ବାରମ୍ବାର ପୂଜାକୁ ଜଣାଏ କିନ୍ତୁ ପୂଜା ନ ଜାଣିପାରିବାରୁ ଶିବ୍ ରାଗିଯାଏ.. ସେପଟେ ଜ୍ୟୋତିକା ଉତ୍ତରାଧିକାରୀକୁ ମାରିବାର ଯୋଜନା କରେ.. ଆଉ ସେଥିପାଇଁ ସେ ପୂଜାକୁ juice ବନେଇକି ଦିଏ.. କିନ୍ତୁ ପୂଜାର କିଛି ନ ହେବାରୁ ସେ ଚିନ୍ତାରେ ପଡିଯାଏ.. କ’ଣ ଜ୍ୟୋତିକା ଜାଣିପାରିବ ପୂଜା ଓ ଶିବ୍ ଙ୍କ ମିଛ.. ?