ପୂଜା, ଅର୍ଚ୍ଚନା ବିବାହ ପାଇଁ ଭାର ନେଇ ଅକ୍ଷୟ ଘରେ ପହଞ୍ଚେ ଓ ସେଇଠି ଲୋପା ଆଗରେ ବିବାହ ପାଇଁ ତାରିଖ ଧାର୍ଯ୍ୟ କରେ। ହେଲେ ଫେରିବା ବେଳେ କିଛି ଗୁଣ୍ଡା ମାନେ ତାକୁ କିଡ୍ନନାପ୍ କରି ନେଇ ଯାଆନ୍ତି। ଶନି ଏ ବିଷୟରେ ଅର୍ଚ୍ଚନା ଓ ବିରାଜ କୁ ଫୋନ୍ କରି କୁହେ।