Jhia Amara Nua Bohu
25 Views
Dec 31 1969
00:20:38
5

ବିରାଜ, ପୂଜା ଓ ଅର୍ଚ୍ଚନା କୁ ନେଇ ସତର୍କତା ର ସହ ଶିଭ୍ ଓ ତାର ଲୋକମାନଙ୍କ ନଜର ରୁ ଖସିଯାଏ।ବିରାଜ ସେମାନଙ୍କୁ ନେଇ ଏକ ସୁରକ୍ଷିତ ଘର କୁ ଯାଏ। ଲୋପା କୋମା ଅବସ୍ଥା କୁ ଚାଲିଯିବା ଖବର ରାଜ ରାଜେନ୍ଦ୍ର, ଶିଭ୍ ଠାରୁ ଜାଣିବାକୁ ପାଏ।
Share