ହଭେଲୀ ରୁ ପୂଜା ଅର୍ଚ୍ଚନା କୁ ନେଇ ବାହାରି ଯିବା ବେଳେ ଶିଭ୍ , ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ରେ ଅର୍ଚ୍ଚନା କୁ ବନ୍ଧୁକ ଆଗରେ ରଖି, ପୂଜା କୁ ବାହାଘର ପାଇଁ ବାଧ୍ୟ କରିନିଏ। ବିରାଜ ପୂଜା ଓ ଅର୍ଚ୍ଚନା କୁ ହଭେଲୀ ରୁ ଖସାଇ ନେବାପାଇଁ ଅକ୍ଷୟ ଓ ଅନ୍ୟ ମାନଙ୍କ ସହ ମିଶି ଯୋଜନା କରେ।