Jhia Amara Nua Bohu
20 Views
Dec 31 1969
00:22:22
5

ପୂଜା କୁ କବଜା ରେ ରଖି ଗୁଣ୍ଡା ମାନେ ଟଙ୍କା ପାଇଁ ଶିଭ୍ କୁ ଫୋନ୍ କରନ୍ତି । ପୂଜା କିଡ୍ନନାପ୍ ପଛରେ ଶିଭ୍ ର ହାତ ଥିବା ସନ୍ଦେହ କରି ବିରାଜ ତା ଉପରେ ରାଗିଯାଏ। ଶନି ଓ ଅକ୍ଷୟ, ପୁଲିସ୍ କୁ ନେଇ ଗୁଣ୍ଡା ମାନେ ପୂଜା କୁ ରଖିଥିବା ସ୍ଥାନ ରେ ପହଞ୍ଚନ୍ତି।
Share