ପୂଜା କୁ ଖୋଜି ନପାଇ ଶିଭ ର ମନ ଆନ୍ଦୋଳିତ ହେଉଥାଏ। କିଛି ବି ବାଟ ବାହାର କରି ସୁବର୍ଣ୍ଣା କୁ ବିଜୟ କବଳରୁ ରକ୍ଷା କରିବ ବୋଲି ପୂଜା, ସୁବର୍ଣ୍ଣା କୁ କଥାଦିଏ। ପଞ୍ଚଘନୀ ରେ ଆଶୁ ଥିବା ସନ୍ଦେହ କରି, ରାଜ ରାଜେନ୍ଦ୍ର,ଜୋତିକା କୁ ଫୋନ କରି ପଚାରେ ଓ ଜୋତିକା ଡରିଯାଏ।