Jhia Amara Nua Bohu
24 Views
Dec 31 1969
00:22:24
5

ଅର୍ଚ୍ଚନାକୁ ନେଇ ପୂଜା ଶିବ୍ ବହୁତ ବ୍ୟସ୍ତ ହେଉଥିବା ବେଳେ ଶାନ୍ତିକୁ ନେଇ ତାଙ୍କ ପଡୋଶୀ ଆସନ୍ତି.. ସେମାନଙ୍କ ଠାରୁ ଅର୍ଚ୍ଚନା ଓ ଅକ୍ଷୟ ଘରେ ନଥିବା କଥା ଶୁଣି ପୂଜା ଡରିଯାଏ.. ସେପଟେ ଏ ସବୁର ମଜା ନିଅନ୍ତି ଆଶୁ ଓ ଜ୍ୟୋତିକା..
Share