Jhia Amara Nua Bohu
17 Views
Dec 31 1969
00:22:19
5

ପୂଜା ହଠାତ୍ ଆଇନା ରେ ନିଜ କୁ ଦେଖିଲା ବେଳେ ମଥାର ସିନ୍ଦୁର ଦେଖେ , ଓ ତା ଇଛା ବିରୁଦ୍ଧରେ ଶିଭ୍ ସିନ୍ଦୁର ପିନ୍ଧେଇ ଦେଇଥିବା କଥା ମନେପଡେ। ହଠାତ୍ ସେ ବିବ୍ରତ ହେଇଯାଏ। ପୂଜା ରାଗିଯାଏ ଓ ରାଜ ରାଜେନ୍ଦ୍ର ମୁହଁ ରେ ଜବାବ୍ ଦିଏ।
Share