Jhia Amara Nua Bohu
199 Views
Dec 31 1969
00:21:33
5
5
ଜ୍ୟୋତିକା ଏ ସବୁ ପ୍ରସ୍ତୁତି ଓ ବୈଶାଳୀର ପ୍ରଶଂସା ଦେଖିକି ବହୁତ ରାଗୁଥାଏ.. ସେପଟେ ଶିବ୍ ପୂଜାକୁ ପାଉଁଜୀ ଦେବା ସହିତ ନିଜେ ତାକୁ ପିନ୍ଧେଇ ଦିଏ.. ଅନ୍ୟପଟେ ପୂଜା ମଧ୍ୟ ଶିବ୍ କୁ କଡା gift କରେ.. ସେପଟେ ରୁଦ୍ର ଅର୍ଚ୍ଚନାର ଫଟୋ ନେବା ସହିତ ତାର ପ୍ରଶଂସା କରେ.. ରୁଦ୍ରକୁ ନେଇ ଅର୍ଚ୍ଚନା ଓ ଅକ୍ଷୟ ଜୀବନରେ ଏବେ କି ମୋଡ ଆସିବ.. ?
Share