ପୂଜା ର ଅର୍ଚ୍ଚନା ପାଇଁ ବିବାହ ଯୋଡ କିଣିବା କୁ ବିଫଳ କରିବା ପାଇଁ ଶିଭ୍ ତାକୁ ବାଥରୁମ୍ ରେ ବନ୍ଦ କରିଦିଏ। ହେଲେ ପୂଜା ଖସିଯାଏ ଓ ବିବାହ ଯୋଡ କିଣି ଫେରୁଥିବା ବେଳେ ଶିଭ୍ ତାର ରାସ୍ତା ଅବରୋଧ କରେ ଓ ତାକୁ ରାଜ ରାଜେନ୍ଦ୍ର ର ଭୟ ଦେଖାଏ।