ବିଜୟ କୁ ପୋଲିସ ହାତରେ ନଦେଲେ, ପୂଜା ହଭେଲୀ ର ଉତ୍ତରାଧିକାରୀ କୁ ଜନ୍ମ ଦେବନାହିଁ, ରାଜ ରାଜେନ୍ଦ୍ର କୁ କହେ। ରାଜ ରାଜେନ୍ଦ୍ର ରାଗିଯାଏ ଓ ସମସ୍ତ ଙ୍କ ଆଗରେ ବିଜୟ କୁ ନିଆଁ ଲଗାଇ ଜୀଅନ୍ତା ଜଳାଇ ଦିଏ। ପୂଜା ଅବାକ୍ ରହିଯାଏ।