ଲୋପା ନିଜର 19 ବର୍ଷ ର ସ୍ମୃତି ହରାଇ ସାରିଥିବା କଥା ଡକ୍ଟର ଙ୍କ ଠାରୁ ପୂଜା ଅନ୍ୟମାନେ ଜାଣନ୍ତି। ହଠାତ୍ ଲୋପା ଠାରୁ 19 ବର୍ଷ ପୂର୍ବ ର ପକୃତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ହେଲେ ପୂଜା ହାରନମାନି ଅନ୍ୟାୟ ବିରୋଧରେ ତା ଯୁଦ୍ଧ ଜାରି ରଖିବାର ପ୍ରତିଜ୍ଞା କରେ। ଆଶୁ ,ଶିଭ୍ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରେ।