Jhia Amara Nua Bohu
37 Views
Dec 31 1969
00:22:31
5

ପୂଜା ର ମିଛକୁ କେହି ବି ମାନିପାରନ୍ତିନି.. ରାଜ ରାଜେନ୍ଦ୍ର ପୂଜାର ବ୍ୟବହାରକୁ ବିରୋଧ କରେ ଏବଂ ନାରୀଙ୍କୁ ଅପମାନିତ କରେ.. ପୂଜା ରାଜ ରାଜେନ୍ଦ୍ରର ମାନସିକତା କୁ ବିରୋଧ କରି, ନାରୀ ର ଶକ୍ତି,ସମାଜରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ କୁହେ..ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି..ପୂଜା ,ରାଜ ରାଜେନ୍ଦ୍ର ଓ ସମସ୍ତ ପରିବାରକୁ କୁ ଏତେ ବଡ ମିଛ କହିଥିବାରୁ ଏବଂ ରାଜ ରାଜେନ୍ଦ୍ର ମୁହଁ ଉପରେ ଜବାବ ଦେବାରୁ ପୂଜା କୁ ଶାସ୍ତି ଦେବା ପାଇଁ କାଳ କୋଠରୀ ଭିତରେ ବନ୍ଦୀ କରିଦେବା କୁ ରାଜ୍ ରାଜେନ୍ଦ୍ର ନିଷ୍ପତ୍ତି ନିଏ ଏବଂ ଏ ନିଷ୍ପତ୍ତିକୁ ପାଳନ କରିବାକୁ ଶିବ କୁ ଆଦେଶ ଦିଏ.. କ’ଣ ଶିବ୍ ରାଜ ରାଜେନ୍ଦ୍ର କଥାକୁ ମାନିନେବ.. ?
Share