Jhia Amara Nua Bohu
27 Views
Dec 31 1969
00:21:45
5

ଆଶୁ ପାଇଁ ପ୍ରସ୍ତାବ ଯୋଗାଡ କରି ପୂଜା ପଣ୍ଡିତ ଙ୍କୁ ଘରକୁ ଡକାଏ। ଜୋତିକା ଏ ବାହାଘର ବନ୍ଦ କରିବା ପାଇଁ ବାହାନା କରେ , ହେଲେ ଆଶୁ ବାଧ୍ୟ ହୋଇ ସନ୍ମତି ଦିଏ। ପୂଜା ପାଖରେ ଆଶୁ ବିରୁଦ୍ଧରେ ଥିବା ପ୍ରମାଣ ସକାଶେ, ଏ ପ୍ରସ୍ତାବ ରେ ରାଜି ହେବା କଥା ଆଶୁ, ଜୋତିକା କୁ କହେ।
Share