Jhia Amara Nua Bohu
23 Views
Dec 31 1969
00:21:52
5

ପୂର୍ବ ରାତ୍ରୀ ର ଘଟଣା କୁ ନେଇ ଶିଭ ଓ ପୂଜା ଚିନ୍ତା ରେ ଥିବାବେଳେ, ରାଜ ରାଜେନ୍ଦ୍ର ଉତ୍ତରାଧିକାରୀ ପାଇବା ସ୍ବପ୍ନ ରେ ନିଜ ର ଖୁସି ଜାହିର କରୁଥାଏ। ପଞ୍ଚଘନୀ ରେ ଆଶୁ ପିନ୍ଧି ଥିବା ଡ୍ରେସ୍ କୁ ପୂଜା,ଆଶୁ ରୁମ ରେ ଦେଖିବାକୁ ପାଏ ଓ ତାକୁ ମାରିବା ପ୍ଲାନ୍ ରେ ଆଶୁ ର ସଂପୃକ୍ତି ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଏ।
Share