Jhia Amara Nua Bohu
24 Views
Dec 31 1969
00:22:20
5

ବାହାଘର ଭାଙ୍ଗିବା ପାଇଁ ଜ୍ୟୋତିକା ଷଡଯନ୍ତ୍ର କରେ..ପୂଜା ଓ ଶିବ୍ ଦୁହେଁ ଦୁହିଙ୍କ ସହ ଝଗଡା କରନ୍ତି.. ଶିବ୍ ର ହାତ ବାଜି ପୂଜା ହାତରେ ଥିବା ସିନ୍ଦୂର ପୂଜା ସିନ୍ଥିରେ ପଡେ.. ଯାହା ପାଇଁ ପୂଜା ଆହୁରି ରାଗିଯାଏ.. ସେପଟେ ଉମା ପ୍ରତି ବିରାଜ ର ଭଲ ପାଇବା ଦେଖି ସହିନପାରି, ଲୋପା ଉମା କୁ ଗାଳି କରେ..ସଂପର୍କରେ ଥିବା ଏ ଦ୍ୱନ୍ଦ୍ୱକୁ କେମିତି ସାମ୍ନା କରିବ ବିରାଜ୍..?
Share