Jhia Amara Nua Bohu
223 Views
Dec 31 1969
00:22:05
5
5
ଶିବ୍ ପୂଜାକୁ gift ରେ ତରଭୂଜ ଦେଇ ତାକୁ ମନେଇବାକୁ ଚେଷ୍ଟା କରେ.. ହେଲେ ପୂଜା ଆହୁରି ରାଗିଯାଏ.. ଶିବ୍ ଅର୍ଚ୍ଚନାକୁ କହେ ପୂଜାକୁ ମନେଇବାର ନୂଆ ଉପାୟ କହିବାକୁ.. ଆଶୁ ରୁଦ୍ର ସହ କାମ କରିବାକୁ ଚାହୁଁଥିବାରୁ ସେ ଅର୍ଚ୍ଚନାଠାରୁ ସାହାଯ୍ୟ ମାଗେ ହେଲେ ପୂଜା ରୁଦ୍ରଠାରୁ ଆଶୁକୁ ଦୂରେଇ ରହିବାକୁ କହେ.. ଯାହା ପାଇଁ ଆଶୁ ରାଗିଯାଏ.. ସେପଟେ ପୂଜା ରାଜ୍ ରାଜେନ୍ଦ୍ରକୁ ପିଛା କରି ଜାଣିବାକୁ ଚେଷ୍ଟା କରେ ସେ ସମସ୍ତଙ୍କ ଠାରୁ କଣ ଲୁଚଉଛି..
Share