Jhia Amara Nua Bohu
208 Views
Dec 31 1969
00:21:49
5
5
ରାଜ୍ ରାଜେନ୍ଦ୍ର ପଠେଇଥିବା ଲୋକମାନେ ପୂଜାକୁ ମାରିବାକୁ ଚେଷ୍ଟା କରନ୍ତି.. ହେଲେ ପୂଜା ସେମାନଙ୍କୁ ନ ଡରି ସେମାନଙ୍କ ସହିତ ଲଢେ.. ପରେ ଗୁଣ୍ଡା ମାନେ ପୂଜାଠାରୁ ମାଡ ଖାଇ ଡରିଯାନ୍ତି.. ପୂଜା ସେମାନଙ୍କ ଠାରୁ ତାଙ୍କୁ ପଠେଇଥିବା ଲୋକର ନାଁ ଜାଣିବାକୁ ଚେଷ୍ଟା କରେ କିନ୍ତୁ ଜାଣିପାରେନି.. ପୂଜାକୁ ମାରିବାକୁ ଆସିଥିବା ଲୋକ ପୂଜା ଉପରେ ଆକ୍ରମଣ କରିବା ସମୟରେ ଶିବ୍ ଆସି ଅଟକାଏ ହେଲେ ସେ ଗୁଣ୍ଡା ରାଜ୍ ରାଜେନ୍ଦ୍ରର ନାଁ କହିବା ଆଗରୁ ରାଜ୍ ରାଜେନ୍ଦ୍ର ତାକୁ ମାରିଦିଏ… କ’ଣ ପୂଜା ଜାଣିପାରିବ ରାଜ୍ ରାଜେନ୍ଦ୍ରର ଉଦେଶ୍ୟ.. ?
Share