Jhia Amara Nua Bohu
25 Views
Dec 31 1969
00:22:28
5

ପୂଜା କୁ ଥାନା କୁ ନେବାବେଳେ ଲୋପା ର ଫୋନ୍ ଆସେ,ହେଲେ ଲୋପା କୁ ଉତ୍ତର ମିଳେନି। ଅକ୍ଷୟ ଓ ଅର୍ଚ୍ଚନା ସହ ସମସ୍ତେ କୁଳଦେବୀ ମନ୍ଦିର କୁ ଯିବାକୁ ନଦୀ କୂଳରେ ପୂଜା କୁ ଅପେକ୍ଷା କରି ଡଂଗା ରେ ବାହାରି ଯାଆନ୍ତି ଓ ଶନି କୁ ପୂଜା ପାଇଁ ହଭେଲୀ କୁ ପଠାନ୍ତି। ଶିଭ୍ ଓ ଆଶୁ ସେମାନଙ୍କ ଉପରେ ନଜର ରଖିଥାଆନ୍ତି ଓ ଭିକି ରାଜ ରାଜେନ୍ଦ୍ର ନିର୍ଦ୍ଦେଶ ରେ ଲୋପା କୁ ମାରିବାକୁ ଆସେ। ଉମା, ବୈଶାଳି ଓ ଶନି ପୋଲିସ ଷ୍ଟେସନ ରେ ପହଞ୍ଚି ଲୋପା ନିର୍ଦୋଷ ବୋଲି ପୋଲିସ କୁ କୁହନ୍ତି।
Share