ଶିଭ୍ ଓ ଆଶୁ ନଦୀ କୂଳରେ ଲୋପା ଥିବା ସ୍ଥାନ ରେ ପହଞ୍ଚିନ୍ତି। ପୂଜା ଏ ସବୁ ପଛରେ ଶିଭ ର ହାତ ଥିବା ସନ୍ଦେହ କରେ ଓ କହେ। ଏକ ଛୋଟ ଗାଡିରେ ଲୋପା କୁ ହସପିଟାଲ୍ ନେବା ସମୟରେ ହଠାତ୍ ପୋଲିସ ପହଞ୍ଚେ ଓ ପୂଜା ପୋଲିସ କବଳରୁ ଖସି ଆସିଥିବାରୁ ତାକୁ ଆରେଷ୍ଟ କରିନିଅନ୍ତି। ବିରାଜ ହଭେଲୀ ରୁ ଖବର ପାଇ ହସପିଟାଲ୍ ରେ ଲୋପା ପାଖରେ ପହଞ୍ଚେ। ରାଜ ରାଜେନ୍ଦ୍ର , ଇଲେକ୍ସନ ରେ ଜିତି ଥିବା ରୁ ଉସ୍ଚବ ମନାଯାଉଥାଏ, ହେଲେ ଘଟୁଥିବା ଘଟଣା ର ଅନ୍ତ ଅପେକ୍ଷା ରେ ସେ ବିଶେଷ ଖୁସି ହୁଏ ନାହିଁ।