Jhia Amara Nua Bohu
151 Views
Dec 31 1969
00:22:45
5
5
ବିରାଜ୍ ଓ ଉମାକୁ ଅଲଗା ରଖିବା ପାଇଁ ଲୋପା କିଛି ଚିନ୍ତା କରେ ଏବଂ ସେ ଉମାକୁ ବିରାଜର ରାଣ ଦେଇ ତାକୁ ବିରାଜ ଠାରୁ ଅଲଗା ରହିବାକୁ କହେ.. ସେପଟେ ଆଶୁ ଶିବ୍ ଠାରୁ ଫାଇଦା ଉଠେଇବା ପାଇଁ ତାକୁ ନିଶା ମେଡିସିନ୍ ଦବାକୁ ଯୋଜନା କରେ..ଲୋପା, ପୂଜା ଓ ଶିବ୍ ଙ୍କୁ କଥା କରେଇବା ପାଇଁ ଚାହେଁ ହେଲେ ପୂଜା ଓ ଶିବ୍ ଦୁହେଁ ଦୁହିଙ୍କ ଜିଦ୍ ରେ ରହି କେହି କାହା ସହିତ କଥା ହେଇପରନ୍ତି ନାହିଁ..
Share