ପୂଜା ଓ ଅର୍ଚ୍ଚନା ଏକ ବସ୍ ରେ ଶିଭ୍ କୁ ଲୁଚି ଖସି ଚାଲିଯାଉଥିବା ବେଳେ ଶିଭ୍ ସେମାନଙ୍କୁ ଧରିନିଏ। ସେହି ସମୟରେ ପୂଜା ଓ ଅର୍ଚ୍ଚନା ଉପସ୍ଥିତ ବୁଦ୍ଧି ରେ ଶିଭ୍ କୁ ଚକମା ଦେଇ ଚାଲିଯାଆନ୍ତି । ପୂଜା ଓ ଅର୍ଚ୍ଚନା ସେ ଘରେ ନାହାନ୍ତି ଦେଖି ବିରାଜ ବିବ୍ରତ ହୋଇପଡେ।