ଶିବ୍ ପରିସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ ରାଜେନ୍ଦ୍ରକୁ ପୂଜା ବିଷୟରେ ମିଛ କହେ.. ରାଜ୍ ରାଜେନ୍ଦ୍ର ମହଲ ରେ ଉତ୍ତରାଧିକାରୀ ଆଶିବା ଖୁସିରେ ପାର୍ଟିର ଆୟୋଜନ କରନ୍ତି.. ସେପଟେ ପୂଜା ପ୍ରତି ରାଜ ରାଜେନ୍ଦ୍ର ଙ୍କ ଦାଇତ୍ୱ ଓ ଭଲପାଇବା ଦେଖି ଜ୍ୟୋତିକା ଏବଂ ଆଶୁ ରାଗିଯାନ୍ତି.. ପୂଜା ରାଜ୍ ରାଜେନ୍ଦ୍ର ଓ ଅନ୍ୟମାନଙ୍କ ଖୁସି ଦେଖି ଚିନ୍ତାରେ ପଡିଯାଏ.. କ’ଣ ଶିବ୍ ସହିତ ତା ସଂପର୍କକୁ ପୂଜା ମାନିନେବ.. ?