Jhia Amara Nua Bohu
54 Views
Dec 31 1969
00:21:37
5

ପୁରା ପରିବାର ମିଶି ଶିବ୍ କୁ କେମିତି ଅଟକେଇବେ ଚିନ୍ତା କରୁଥିବା ବେଳେ ଶିବ୍ ସମସ୍ତଙ୍କୁ ଛାଡି ଯିବାକୁ ବାହାରେ ହେଲେ ପୂଜା ଆସି ଅଟକେଇବା ସହ ସେ ବି ତା ସହିତ ଘର ଛାଡିକି ଯିବାକୁ ସ୍ଥିର କରେ.. ପୂଜାର ନିଷ୍ପତ୍ତି ନେଇ ଶିବ୍ ଦୁଃଖି ହେବା ସହିତ ମନେ ମନେ ଖୁସି ବି ହଉଥାଏ.. ଯେ ପୂଜା ତା ସାଥିରେ ରହିବାକୁ ଚାହୁଁଛି.. ହେଲେ ରାଜ୍ ରାଜେନ୍ଦ୍ର ସେ ଦୁହିଙ୍କୁ ଯିବାକୁ ଦିଏନି.. କିନ୍ତୁ ସେ ପୂଜାକୁ କେବେ ବି କ୍ଷମା କରିବନି ବୋଲି କହେ..
Share