Jhia Amara Nua Bohu
121 Views
Dec 31 1969
00:22:40
5

ଜ୍ୟୋତିକା ପୂଜା Pregnancy ର ସତ ଜାଣିବା ପରେ ସେ ପୂଜାକୁ ଆହୁରି ହଇରାଣ କରିବାର ଯୋଜନା ବନାଏ.. ଶିବ୍ ପୂଜା ପାଇଁ ଗଜରା ନେଇକି ଆସେ ଏବଂ ପୂଜା ଖୁସି ହେଇଯାଏ.. ଆଶୁ ପାଇଁ ଭୁଲରେ ପୂଜା ତଳେ ପଡିଯାଏ.. ଯାହାକୁ ଦେଖି ରାଜ୍ ରାଜେନ୍ଦ୍ର ଏବଂ ପୁରା ପରିବାର ଡରିଯାନ୍ତି.. ଜ୍ୟୋତିକା ଏଇ ମଉକାର ସୁଯୋଗ ନେଇ ପୂଜାର medical checkup କରିବାକୁ କହେ.. ଏ କଥା ଶୁଣି ପୂଜା ଓ ଶିବ୍ ଡରିଯାନ୍ତି..
Share