ପୂଜା ଓ ଅର୍ଚ୍ଚନା ଯାଇ ଏକ ଜଙ୍ଗଲ ଭିତରେ ପହଞ୍ଚନ୍ତି। ଏକ ପି.ସ.ଓ ରୁ ରାହୁଲ କୁ ଫୋନ୍ କଲାବେଳେ ହଠାତ୍ ଶିଭ୍ ଓ ତାର ଲୋକମାନେ ଆସି ପହଞ୍ଚନ୍ତି। ପୂଜା ଓ ଅର୍ଚ୍ଚନା ଭୟଭୀତ ହୋଇ ସେଇଠି ଲୁଚି ଯାଆନ୍ତି।