Jhia Amara Nua Bohu
25 Views
Dec 31 1969
00:20:42
5

ବିରାଜ ପୂଜା ଓ ଅର୍ଚ୍ଚନା ଖାଇବା ପାଇଁ ଟିଫିନ୍ ନେଇ ଯିବା ବେଳେ ରାଜ ରାଜେନ୍ଦ୍ର ଓ ଶିଭ୍ ପଛରୁ ଫଲୋ କରନ୍ତି। ବିରାଜ ଜାଣିପାରେ ଓ ସେମାନଙ୍କୁ ଚକ୍ ମା ଦେଇ ଅଲଗା ସ୍ଥାନ କୁ ନେଇଯାଏ। ପୂଜା ଓ ଅର୍ଚ୍ଚନା ଲୋପା ର ଯତ୍ନ ଅକ୍ଷୟ ଓ ଶାନ୍ତି ଠିକ୍ ରେ ନେଉ ଥିବା ଜାଣି ଖୁସି ଅନୁଭବ କରନ୍ତି।
Share